Загрузка страницы

#Fulmati_Rasalileti#Folksong #Kalahandia_song# #Sarbeswar_sangita_Rout#

#Fulmati_Rasalileti#Folksong #Kalahandia_song# #Sarbeswar_sangita_Rout#
💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐
କଲାହାଣ୍ଡିଆ ଗୀତ
ଫୁଲମତି ରସାଲି ଲେତି
କଳାହାଣ୍ଡି ଲୋକ ଜୀବନର କଥା,ଭାଷା ,ଚାଲି,ଚଲନ ଆଚାର,ବେଭାର କେ ସୁନ୍ଦର କରି ଚିତ୍ରା ହେଇଥିବାର ଜିଇଁତା
ଚିତ୍ର ଗୁଟେ । ହଂସା ,ବକରା ର ସପନ କେ ପୁରା କରବାର ଇଛା କେ ଦୁହି ଲୋକର ଭିତରେ ଭାଗ ବଣ୍ଟା କରି ପୁରା କାରବାର ଟା ଭାଲି ଭାଲି ଦିନ ସାରିଯାଉଛେ ।
💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐


#Fulmati_Rasalileti#Folksong #Kalahandia_song# #Sarbeswar_sangita_Rout#

💐Singer💐
SarbeswarBhoi
Sangita Rout

💐Lyrics,Music💐
💐Sarbeswar bho

💐producer💐
💐Bishnupriya Gahir

💐Music💐
💐Rakesh
💐Rajib
💐Dilip
💐Tukulu das
💐Hari Bhai

💐Audio Recording💐
💐GHUMURA_STUDIO
💐madanpur

💐Recordist.💐
Bikash ch sahu
Mantu Sahu

💐Studio video editing💐
💐ROHIT BHAI
💐SUMAN
💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐
(ଗୀତ)
ଫୁଲମତି ରସାଲି ଲେତି
ସର୍ବେଶ୍ୱର ଭୋଇ,ରେଖପୁର, ନର୍ଲା,
97777312324
M-ଏ ପାଇନ ଟଲମଲପୁର୍ଣି ବନ୍ଧେ ପଦୁଫୁଲ ଛାତେ ପାନି
ମୁଇଁ ତୁଲୀ ଦେମୀ କାଏଟା ଦେବୁ ଗନ୍ତିଆ ଘରର ନନୀ
ଫୁଲମତି ରସାଲି ଲେତି
ଚାହା ଢୁକେ ଦେଇ ଉଗଉ ଥିସୁ
କଥା ଭେଦି ଯାଏ ଛାତି ରେ

F-ସୋର ନାଇଁକେ ଉଖୁଡା ଲିଆ ଖଉଛୁ ଦାନ୍ତକେ ଲିସି
ବେଲ ବୁଡ଼ିଆ ବୁଚୁକା ବାନ୍ଧି ଚାଲି ଛୀଂଗିଲାଇ ଦେସି
ରସ ବାଗିର କଲିଆ ଭମର
ତକେ ଯେତେ ଗୁନ କଲେ ନାଇଁ ଦିଶେ ମୋର
💐💐💐💐💐💐💐💐💐💐💐💐💐💐💐
ଅଂତରା-୧
M-ଚିଟକଲେ ପୁଟକଲେ ତୋର ଖଞ୍ଜା ଖଞ୍ଜୁ ଅଛେ ଆସି
ବେଦିଶାଳେ ଗାଁଠଲା ଜୁରା ହେଲେ ଏକା ହେମି ଖୁସିରେ
ଫୁଲ ମତି ରସାଲି ଲେତି
ମୋର ବିଶାଶ ଧନରେ ଜଉଛେ ଟୁଟି

F- ଆମର ଘର ତମର ଘର ଉଛୁନା କେ ଜୁରାଜୁରି
ଆମର ଘରେ ପିଠାକଲେ ପରା ଯାଏସି କହଁରି ରେ
ରସ ବାଗିର କାଲିଆ ଭମର
ଲୋକ କେ ଦେଖଲେ ଅବଦଧରୁ ହଏରେ ଫଟା ନାଗର
💐💐💐💐💐💐💐💐💐💐💐💐💐💐💐
ଅଂତରା- ୨

M-ଫି ସମ୍ବାର ଯାଏସୁ ଧନ ଶିବ ଗୁଡି ପାନି ଢାଲି
ମୋର କଥା ତୁଇ କହେସୁ କି ନାଇଁ ଫୁଲ ଆନି ଦେଶୀ ତୁଲୀ ରେ
ଫୁଲମତି ରସାଲି ଲେତି
ମୁଇ ସାରି ହେଲେ ବୁରିହେବେ ଭମର ତୋର ଚାରୀକୁତି ରେ
F-ଗୁବୁକା ଗୁବୁକା ପଦୁଫୁଲ ଫୁଟୁଛେ ମୋର ମନର ବନ୍ଧେ
ଆଠକାଲି ତୁଇ ତୁଲୁଛୁ ଭରମୁଛୁ କାଏ ନିନ୍ଦେ
ରସବାଗିର କଲିଆ ଭମର
ତୋର ବାବଲି ବାଲକେ ହଲା ଏଥର
💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐
Anti -Privacy Waring
This content is copyright to Singer Sarbeswar Bhoi Official Youtube Channel Production . Any unauthorized is strictly prohibited of this material . Legal action will be taken against those who violate the copyright of the following materia
l presented

Video is for cultural purpose only. Copyright Disclaimer Under Section 107 of the copyright Act 1976,
please like , share comment our youtube chhanel

Видео #Fulmati_Rasalileti#Folksong #Kalahandia_song# #Sarbeswar_sangita_Rout# канала Singer Sarbeswar Bhoi
Показать
Комментарии отсутствуют
Введите заголовок:

Введите адрес ссылки:

Введите адрес видео с YouTube:

Зарегистрируйтесь или войдите с
Информация о видео
21 сентября 2020 г. 11:56:17
00:07:20
Яндекс.Метрика