Загрузка...

+3 2nd Sem Pol.Sc HonsCore-3Unit-1ରାଜନୈତିକ ଅଧ୍ୟୟନରେ ଆଦର୍ଶାତ୍ମକ ଏବଂ ଅନୁଭବସିଦ୍ଧ ପଦ୍ଧତି ମଧ୍ୟରେ ପାର୍ଥକ୍ୟ

ନମସ୍କାର ବନ୍ଧୁଗଣ,
ଏହି ଭିଡିଓରେ ଆମେ +3 2nd Semester Political Science Honours ର Core Paper-3 (Unit-1) ର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ "ରାଜନୈତିକ ଅଧ୍ୟୟନରେ ଆଦର୍ଶାତ୍ମକ ଏବଂ ଅନୁଭବସିଦ୍ଧ ପଦ୍ଧତି ମଧ୍ୟରେ ପାର୍ଥକ୍ୟ" (Normative vs Empirical Approach) ବିଷୟରେ ଆଲୋଚନା କରିଛେ।

Free PDF କିମ୍ବା Notes ଦରକାର ଥିଲେ Telegram Channel ରେ join ହୁଅନ୍ତୁ [https://t.me/Pp2509B]

ଏହି ଭିଡିଓରେ ଆପଣ ଶିଖିବେ:
✅ ଆଦର୍ଶାତ୍ମକ ପଦ୍ଧତି (Normative Approach) କ’ଣ?
✅ ଅନୁଭବସିଦ୍ଧ ପଦ୍ଧତି (Empirical Approach) କ’ଣ?
✅ ଏହି ଦୁଇଟି ମଧ୍ୟରେ ଥିବା ମୁଖ୍ୟ ପାର୍ଥକ୍ୟ।
✅ Exam point of view ରୁ କିପରି ଉତ୍ତର ଲେଖିବେ।
ଯଦି ଆପଣ ଜଣେ Political Science ର ଛାତ୍ର, ତେବେ ଏହି ଭିଡିଓଟି ଆପଣଙ୍କ ପାଇଁ ବହୁତ ସହାୟକ ହେବ।
Please Like, Share and Subscribe for more Odia Educational Videos!

Видео +3 2nd Sem Pol.Sc HonsCore-3Unit-1ରାଜନୈତିକ ଅଧ୍ୟୟନରେ ଆଦର୍ଶାତ୍ମକ ଏବଂ ଅନୁଭବସିଦ୍ଧ ପଦ୍ଧତି ମଧ୍ୟରେ ପାର୍ଥକ୍ୟ канала STUDY WITH PRIYADARSINI
Яндекс.Метрика
Все заметки Новая заметка Страницу в заметки
Страницу в закладки Мои закладки
На информационно-развлекательном портале SALDA.WS применяются cookie-файлы. Нажимая кнопку Принять, вы подтверждаете свое согласие на их использование.
О CookiesНапомнить позжеПринять